‘ଆମର ଶେଷ ସମୟ ଆସିଯାଇଛି’ : ୟୁକ୍ରେନୀୟ କମାଣ୍ଡରଙ୍କ ଆକୁଳ ନିବେଦନ

କିବ୍ : ୟୁକ୍ରେନ ସହର ମାରିଓପୋଲରେ ଥିବା ୟୁକ୍ରେନୀୟ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ରୁଷ ପକ୍ଷରୁ ଦିଆଯାଇଥିବା ସମୟସୀମା ଶେଷ ହୋଇଯାଇଛି। ମାତ୍ର ୟୁକ୍ରେନୀୟ ସୈନ୍ୟମାନେ ଆତ୍ମସମର୍ପଣ କରିବାକୁ ମନା କରିବା ସହ ଜୀବନର ଶେଷ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ମାରିଓପୋଲର ଏକ ଷ୍ଟିଲ ପ୍ଲାଣ୍ଟ ପରିସରରେ ଲୁଚିଥିବା ୟୁକ୍ରେନୀୟ ସୈନ୍ୟମାନେ ଜୀବନର ଅନ୍ତିମ ସଂଗ୍ରାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ରୁଷ ସୈନ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ … Continue reading ‘ଆମର ଶେଷ ସମୟ ଆସିଯାଇଛି’ : ୟୁକ୍ରେନୀୟ କମାଣ୍ଡରଙ୍କ ଆକୁଳ ନିବେଦନ